or_tn/mat/24/15.md

1.0 KiB

the abomination of desolation, which was spoken of by Daniel the prophet

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ବାରା ରକ୍ତ ଭର୍ତ୍ସନାକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ” (ଦେଖ: rc://*/ta/man/translate/figs-activepassive)

let the reader understand

ଏହା ଯୀଶୁ କହୁ ନାହାନ୍ତି I ମାଥିଉ ଶ୍ରୋତାମାନଙ୍କୁ ଚେତନା ଦେବା ନିମନ୍ତେ ଯୋଗ କରିଛନ୍ତି ଯେ ଯୀଶୁ ଯେଉଁ ସବୁ ଶବ୍ଦଗୁଡିକ ବ୍ୟବହାର କଲେ ଯେପରି ଭାଷାନ୍ତର ନିମନ୍ତେ ଚିନ୍ତା କରିବା ଆବଶ୍ବକ ଅଟେ I