or_tn/mat/24/15.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# the abomination of desolation, which was spoken of by Daniel the prophet
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ଭାବବାଦୀଙ୍କ ଦ୍ବାରା ରକ୍ତ ଭର୍ତ୍ସନାକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ” (ଦେଖ: [[rc://*/ta/man/translate/figs-activepassive]])
# let the reader understand
ଏହା ଯୀଶୁ କହୁ ନାହାନ୍ତି I ମାଥିଉ ଶ୍ରୋତାମାନଙ୍କୁ ଚେତନା ଦେବା ନିମନ୍ତେ ଯୋଗ କରିଛନ୍ତି ଯେ ଯୀଶୁ ଯେଉଁ ସବୁ ଶବ୍ଦଗୁଡିକ ବ୍ୟବହାର କଲେ ଯେପରି ଭାଷାନ୍ତର ନିମନ୍ତେ ଚିନ୍ତା କରିବା ଆବଶ୍ବକ ଅଟେ I