or_tn/mat/24/13.md

1.2 KiB

the one who endures to the end will be saved

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ତାହାକୁ ଈଶ୍ବର ଉଦ୍ଧାର କରିବେ” (ଦେଖ: rc://*/ta/man/translate/figs-activepassive)

the one who endures

ଯେଉଁ ବ୍ୟକ୍ତି ବିଶ୍ବସ୍ତ ରହିବ

to the end

ଏଠାରେ ଶବ୍ଦ “ଶେଷ” ଶବ୍ଦ ସ୍ପଷ୍ଟ ନୁହେଁ ଏହା ଜଣେ ବ୍ୟକ୍ତିର ମୃତ୍ୟୁକୁ ବୁଝାଏ କିମ୍ବା ଯେତେବେଳେ ତାଡନା ଶେଷ ହେବ ନା ଯୁଗାନ୍ତ ସମୟ ଯେଉଁଠି ଈଶ୍ବର ନିଜକୁ ରାଜାଭାବେ ପ୍ରକାଶ କରିବେ I ମୁଖ୍ୟ ବିଷୟ ହେଉଛି ଯେ ସେମାନେ ଆବଶ୍ୟକ ମୁତାବକ ଧୈର୍ଯ୍ୟ ଧରି ରହିବା ଆବଶ୍ବକ ଅଟେ I

the end

ଏହି ପୃଥିବୀର ଶେଷ କିମ୍ବା “ଯୁଗର ଶେଷ ହେବ”