# the one who endures to the end will be saved ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ତାହାକୁ ଈଶ୍ବର ଉଦ୍ଧାର କରିବେ” (ଦେଖ: [[rc://*/ta/man/translate/figs-activepassive]]) # the one who endures ଯେଉଁ ବ୍ୟକ୍ତି ବିଶ୍ବସ୍ତ ରହିବ # to the end ଏଠାରେ ଶବ୍ଦ “ଶେଷ” ଶବ୍ଦ ସ୍ପଷ୍ଟ ନୁହେଁ ଏହା ଜଣେ ବ୍ୟକ୍ତିର ମୃତ୍ୟୁକୁ ବୁଝାଏ କିମ୍ବା ଯେତେବେଳେ ତାଡନା ଶେଷ ହେବ ନା ଯୁଗାନ୍ତ ସମୟ ଯେଉଁଠି ଈଶ୍ବର ନିଜକୁ ରାଜାଭାବେ ପ୍ରକାଶ କରିବେ I ମୁଖ୍ୟ ବିଷୟ ହେଉଛି ଯେ ସେମାନେ ଆବଶ୍ୟକ ମୁତାବକ ଧୈର୍ଯ୍ୟ ଧରି ରହିବା ଆବଶ୍ବକ ଅଟେ I # the end ଏହି ପୃଥିବୀର ଶେଷ କିମ୍ବା “ଯୁଗର ଶେଷ ହେବ”