or_tn/mat/24/12.md

1.1 KiB
Raw Permalink Blame History

lawlessness will increase

“ଅଧର୍ମ” ଏକ ବିଶେଷ୍ୟ ପଦ ଅଟେ ଯାହାକୁ ବାକ୍ୟାଂଶରେ “ବ୍ୟବସ୍ଥାର ଅବାଧ୍ୟତା” ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଅବାଧ୍ୟତା ବୃଦ୍ଧି ପାଇବ” କିମ୍ବା “ଲୋକମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ଅଧିକରୁ ଅଧିକ ଅଗ୍ରାହ୍ୟ କରିବେ” (ଦେଖ: rc://*/ta/man/translate/figs-abstractnouns)

the love of many will grow cold

ସାମ୍ଭାବିତ ଅର୍ଥଗୁଡିକ ୧) “ଅଧିକାଂଶ ଲୋକମାନେ ପରସ୍ପରକୁ ପ୍ରେମ କରିବେ ନାହିଁ” କିମ୍ବା ) “ଅଧିକାଂଶ ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରତି ପ୍ରେମ ଶିଥିଳ ହୋଇଯିବ” (ଦେଖ: rc://*/ta/man/translate/figs-idiom)