# lawlessness will increase “ଅଧର୍ମ” ଏକ ବିଶେଷ୍ୟ ପଦ ଅଟେ ଯାହାକୁ ବାକ୍ୟାଂଶରେ “ବ୍ୟବସ୍ଥାର ଅବାଧ୍ୟତା” ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ବ୍ୟବସ୍ଥାର ଅବାଧ୍ୟତା ବୃଦ୍ଧି ପାଇବ” କିମ୍ବା “ଲୋକମାନେ ଈଶ୍ବରଙ୍କ ବ୍ୟବସ୍ଥାକୁ ଅଧିକରୁ ଅଧିକ ଅଗ୍ରାହ୍ୟ କରିବେ” (ଦେଖ: [[rc://*/ta/man/translate/figs-abstractnouns]]) # the love of many will grow cold ସାମ୍ଭାବିତ ଅର୍ଥଗୁଡିକ ୧) “ଅଧିକାଂଶ ଲୋକମାନେ ପରସ୍ପରକୁ ପ୍ରେମ କରିବେ ନାହିଁ” କିମ୍ବା ୨) “ଅଧିକାଂଶ ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ପ୍ରତି ପ୍ରେମ ଶିଥିଳ ହୋଇଯିବ” (ଦେଖ: [[rc://*/ta/man/translate/figs-idiom]])