or_tn/mat/23/39.md

853 B

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

Blessed is he who comes in the name of the Lord

ଏଠାରେ “ନାମରେ” ଅର୍ଥ “ଶକ୍ତିରେ” କିମ୍ବା “ଜଣେ ପ୍ରତିନିଧି ଭାବେ” I ଦେଖ ତୁମେ ଏହାକୁ ମାଥିଉ ୨୧:୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ନାମରେ ଯିଏ ଆସୁଛନ୍ତି, ସେ ଧନ୍ୟ” କିମ୍ବା “ଯେ ପ୍ରଭୁଙ୍କ ପ୍ରତିନିଧି ହୋଇ ଆସୁଛନ୍ତି ସେ ଧନ୍ୟ ହେବ” (ଦେଖ: rc://*/ta/man/translate/figs-metonymy)