or_tn/mat/21/09.md

1.7 KiB

Hosanna

ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଏହାର ଅର୍ଥ “ଈଶ୍ବରଙ୍କର ପ୍ରଂଶସା ହେଉ !”

the son of David

ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ ଅନୁବାଦ କରିବା ଯଥା “ରାଜା ଦାଉଦଙ୍କ ସନ୍ତାନ I” ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଓ ଲୋକସମୁହ ସମ୍ଭବତଃ ଯୀଶୁଙ୍କୁ ସେହି ସଜ୍ଞାରେ ସମ୍ଭୋଧନ କଲେ I

in the name of the Lord

ଏଠାରେ “ନାମରେ” ଅର୍ଥ “କ୍ଷମତାରେ” କିମ୍ବା “ଗୋଟିଏ ପ୍ରତିରୁପ ପରି I” ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ଶକ୍ତିରେ” ବା “ପ୍ରଭୁଙ୍କର ପ୍ରତିରୁପରେ” (ଦେଖ: rc://*/ta/man/translate/figs-metonymy)

Hosanna in the highest

ଏଠାରେ “ଉର୍ଦ୍ଧ୍ବ” ଈଶ୍ବରଙ୍କୁ ବୁଝାଏ ଯେ ସ୍ବର୍ଗର ଉର୍ଦ୍ଧ୍ବରୁ ଶାସନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର ପ୍ରଂଶସା ହେଉ, ଯେ ସ୍ବର୍ଗର ଉର୍ଦ୍ଧ୍ବରେ” କିମ୍ବା “ଈଶ୍ବରଙ୍କ ନାମରେ ଗୌରବ ହେଉ” (ଦେଖ: rc://*/ta/man/translate/figs-metonymy)