or_tn/mat/21/09.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Hosanna
ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷା କର”, କିନ୍ତୁ ଏହାର ଅର୍ଥ “ଈଶ୍ବରଙ୍କର ପ୍ରଂଶସା ହେଉ !”
# the son of David
ଯୀଶୁ ଦାଉଦଙ୍କ ପ୍ରକୃତ ପୁତ୍ର ନଥିଲେ, ତେଣୁ ଏହାକୁ ଅନୁବାଦ କରିବା ଯଥା “ରାଜା ଦାଉଦଙ୍କ ସନ୍ତାନ I” ଯାହାହେଉ, “ଦାଉଦଙ୍କ ସନ୍ତାନ” ମଧ୍ୟ ମଶିହଙ୍କ ନିମନ୍ତେ ଏକ ସଜ୍ଞା ଅଟେ, ଓ ଲୋକସମୁହ ସମ୍ଭବତଃ ଯୀଶୁଙ୍କୁ ସେହି ସଜ୍ଞାରେ ସମ୍ଭୋଧନ କଲେ I
# in the name of the Lord
ଏଠାରେ “ନାମରେ” ଅର୍ଥ “କ୍ଷମତାରେ” କିମ୍ବା “ଗୋଟିଏ ପ୍ରତିରୁପ ପରି I” ଅନ୍ୟ ଏକ ଅନୁବାଦରେ: “ପ୍ରଭୁଙ୍କ ଶକ୍ତିରେ” ବା “ପ୍ରଭୁଙ୍କର ପ୍ରତିରୁପରେ” (ଦେଖ: [[rc://*/ta/man/translate/figs-metonymy]])
# Hosanna in the highest
ଏଠାରେ “ଉର୍ଦ୍ଧ୍ବ” ଈଶ୍ବରଙ୍କୁ ବୁଝାଏ ଯେ ସ୍ବର୍ଗର ଉର୍ଦ୍ଧ୍ବରୁ ଶାସନ କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କର ପ୍ରଂଶସା ହେଉ, ଯେ ସ୍ବର୍ଗର ଉର୍ଦ୍ଧ୍ବରେ” କିମ୍ବା “ଈଶ୍ବରଙ୍କ ନାମରେ ଗୌରବ ହେଉ” (ଦେଖ: [[rc://*/ta/man/translate/figs-metonymy]])