or_tn/mat/23/33.md

1.2 KiB

You serpents, you offspring of vipers

ସର୍ପଗୁଡାକ ଓ କାଳସର୍ପ ବିଶାକ୍ତ ସାପ ଅଟନ୍ତି I ସେମାନେ ଭୟଙ୍କର ଓ ମନ୍ଦତାର ଚିହ୍ନ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “କାଳସର୍ପ ପରି ତୁମ୍ଭେମାନେ ମଧ୍ୟ ଭୟଙ୍କର ଅଟ” (ଦେଖ: [[rc:///ta/man/translate/figs-doublet]] ଓ [[rc:///ta/man/translate/figs-metaphor]])

offspring of vipers

ଏଠାରେ “ସନ୍ତାନ” ଅର୍ଥ ସେହିପରି ଚରିତ୍ର ବିଶିଷ୍ଟ ବ୍ୟକ୍ତି”I ଦେଖ ତୁମେ ଏହି ସମାନ ପଦଗୁଡିକ ମାଥିଉ ୩:୭ରେ କିପରି ଅନୁବାଦ କରିଅଚ୍ଛ I

how will you escape the judgment of hell?

ଯୀଶୁ ଏହି ପ୍ରଶ୍ନକୁ ଏକ ଚେତାବନୀ ରୁପେ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କି ପ୍ରକାରେ ନରକର ଦଣ୍ଡରୁ ରକ୍ଷା ପାଇବ !” (ଦେଖ: rc://*/ta/man/translate/figs-rquestion)