or_tn/mat/03/07.md

2.6 KiB

General Information:

ଯୋହନ ଫାରୁଶୀ ଓ ସାଦ୍ଦୁକୀମାନଙ୍କୁ ଚେତନା ଦେବାକୁ ଆରମ୍ଭ କରନ୍ତି I

You offspring of vipers, who

ଏହା ଏକ ରୁପକ ଅଟେ I ଏଠାରେ “ସନ୍ତାନଗଣ” ଅର୍ଥ “ଚାରିତ୍ରିକ ବୈଶିଷ୍ଟ୍ୟ ଧାରଣ କରିବା” I କାଳସର୍ପ ଏକ ପ୍ରକାର ବିଶାକ୍ତ ସର୍ପ ଅଟେ ଓ ମନ୍ଦତାକୁ ଉପସ୍ଥାପନ କରେ I ଏହାକୁ ଏକ ଭିନ୍ନ ବାକ୍ୟରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ରେ କାଳସର୍ପର ବଂଶ ! କିଏ” କିମ୍ବା “ତୁମ୍ଭେମାନେ କାଳସର୍ପର ବଂଶ ସଦୃଶ ମନ୍ଦ ଅଟ ! କିଏ” (ଦେଖ: rc://*/ta/man/translate/figs-activepassive)

who warned you to flee from the wrath that is coming?

ଯୋହନ ଫାରୁଶୀ ଓ ସାଦ୍ଦୁକୀ ମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି କାରଣ ସେମାନେ ବାପ୍ତିସ୍ମ ନେବା ନିମନ୍ତେ ତାହାଙ୍କୁ ଅନୁରୋଧ କରୁଥିଲେ ଯେପରି ଇଶ୍ବର ସେମାନଙ୍କୁ ଦଣ୍ଡ ନଦିଅନ୍ତି, କିନ୍ତୁ ସେମାନେ ପାପ କରିବାକୁ ବନ୍ଦକରିବା ଚାହୁଁନଥିଲେ I ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଏହିପରି ଭାବେ ଈଶ୍ବରଙ୍କ କ୍ରୋଧରୁ ପଳାୟନ କରିପାରିବନାହି I” କିମ୍ବା “ମୁ ତୁମକୁ ବାପ୍ତିସ୍ମ ଦେଉଥିବା କାରଣରୁ ଈଶ୍ବରଙ୍କ କ୍ରୋଧରୁ ପଳାୟନ କରିବା ଚିନ୍ତା କରନାହି I” (ଦେଖ: rc://*/ta/man/translate/figs-metaphor)

flee from the wrath that is coming

“କ୍ରୋଧ” ଶବ୍ଦ ଈଶ୍ବରଙ୍କ ଦଣ୍ଡକୁ ବୁଝାଇବା ନିମନ୍ତେ ବ୍ୟବହୃତ ହୋଇଅଛି କାରଣ ତାହାଙ୍କ କ୍ରୋଧ ଏହାକୁ ବୃଦ୍ଧି କରେ I ଅନ୍ୟ ଏକ ଅନୁବାଦରେ: “ଆଗାମୀ କ୍ରୋଧରୁ ପଳାୟନ କର” କିମ୍ବା “ପଳାୟନ କର କାରଣ ଈଶ୍ବର ତୁମକୁ ଦଣ୍ଡ ଦେବାକୁ ଯାଉଛନ୍ତି”