8 lines
852 B
Markdown
8 lines
852 B
Markdown
# You blind Pharisee
|
|
|
|
ଫାରୁଶୀମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])
|
|
|
|
# Clean first the inside of the cup and of the plate, so that the outside may become clean also
|
|
|
|
ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯେ ଯଦି ସେମାନେ ସେମାନଙ୍କର ହୃଦୟରେ ପବିତ୍ର ହେଲେ, ସେମାନେ ମଧ୍ୟ ବାହ୍ୟରୁପରେ ମଧ୍ୟ ପବିତ୍ର ହେବେ I (ଦେଖ: [[rc://*/ta/man/translate/figs-metaphor]])
|