or_tn/mat/23/26.md

852 B

You blind Pharisee

ଫାରୁଶୀମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

Clean first the inside of the cup and of the plate, so that the outside may become clean also

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯେ ଯଦି ସେମାନେ ସେମାନଙ୍କର ହୃଦୟରେ ପବିତ୍ର ହେଲେ, ସେମାନେ ମଧ୍ୟ ବାହ୍ୟରୁପରେ ମଧ୍ୟ ପବିତ୍ର ହେବେ I (ଦେଖ: rc://*/ta/man/translate/figs-metaphor)