or_tn/mat/23/16.md

1.2 KiB

blind guides

ଯିହୁଦୀ ନେତାମାନେ ଆତ୍ମିକବଝାବେ ଅନ୍ଧ ଥିଲେ I ଯଦିଓ ସେମାନେ ନିଜକୁ ଶିକ୍ଷକ ମନେ କରନ୍ତି, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଅଟନ୍ତି I ଦେଖ ତୁମେ “ଅନ୍ଧ ପଥ ପ୍ରଦର୍ଶକ” ଶବ୍ଦକୁ ମାଥିଉ ୧୫:୧୪ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: rc://*/ta/man/translate/figs-metaphor)

by the temple, it is nothing

ମନ୍ଦିରରେ ଶପଥ କରିବା ଗୁରୁତ୍ବ ନୁହେଁ

is bound to his oath

ଯେକେହି ଶପଥ କରେ I “ସେ ତାହାର ଶପଥରେ ଆବଦ୍ଧ” ବାକ୍ୟାଂଶ ରୁପକ ଶପଥରେ ଯେକେହି ମାନତ କରେ ସେ ତାହା କରିବା ଆବଶ୍ବକ କରେ I ଅନ୍ୟ ଏକ ଅନୁବାଦରେ: “ ଯେ ଶପଥ କରେ ସେ ତାହା ରକ୍ଷା କରିବା ଉଚିତ” (ଦେଖ: rc://*/ta/man/translate/figs-metaphor)