or_tn/mat/15/14.md

922 B

Let them alone

“ସେମାନଙ୍କୁ” ଶବ୍ଦ ଫାରୁଶୀମାନଙ୍କୁ ବୁଝାଏ I

blind guides ... both will fall into a pit

ଫାରୁଶୀମାନଙ୍କୁ ବୁଝାଇବା ନିମନ୍ତେ ଯୀଶୁ ଆଉ ଗୋଟିଏ ରୁପକ ବ୍ୟବହାର କଲେ I ଏହାର ଅର୍ଥ ଯେ ଫାରୁଶୀମାନେ ଈଶ୍ବରଙ୍କ ଆଦେଶ (ଆଜ୍ଞା)କୁ କିମ୍ବା କେମିତି ତାହାଙ୍କୁ ସନ୍ତୁଷ୍ଟ କରିବାକୁ ହେବ ଜାଣି ପାରିଲେ ନାହି I ସେଥିପାଇଁ, ସେମାନେ ଈଶ୍ବରଙ୍କୁ କିପରି ସନ୍ତୁଷ୍ଟ କରିବାକୁ ହେବ କାହାରିକୁ ଶିକ୍ଷା ଦେଇ ପାରିବେ ନାହିଁ I (ଦେଖ: rc://*/ta/man/translate/figs-metaphor)