or_tn/mat/23/10.md

8 lines
798 B
Markdown

# Neither must you be called
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମଧ୍ୟ, କାହାକୁ ସମ୍ବୋଧନ କରିବା ଦିଅ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
# you have only one teacher, the Christ
ଯେତେବେଳେ ଯୀଶୁ କହିଲେ “ଖ୍ରୀଷ୍ଟ”, ସେ ତୃତୀୟ ବଚନରେ ଆପଣା ବିଷୟରେ କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ ମୁଁ, ହିଁ ଖ୍ରୀଷ୍ଟ” ମୁଁ ତୁମ୍ଭମାନଙ୍କ ଶିକ୍ଷକ ଅଟେ” (ଦେଖ: [[rc://*/ta/man/translate/figs-123person]])