or_tn/mat/23/10.md

798 B

Neither must you be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମଧ୍ୟ, କାହାକୁ ସମ୍ବୋଧନ କରିବା ଦିଅ ନାହିଁ” (ଦେଖ: rc://*/ta/man/translate/figs-activepassive)

you have only one teacher, the Christ

ଯେତେବେଳେ ଯୀଶୁ କହିଲେ “ଖ୍ରୀଷ୍ଟ”, ସେ ତୃତୀୟ ବଚନରେ ଆପଣା ବିଷୟରେ କହୁଥିଲେ I ଅନ୍ୟ ଏକ ଅନୁବାଦରେ: “ ମୁଁ, ହିଁ ଖ୍ରୀଷ୍ଟ” ମୁଁ ତୁମ୍ଭମାନଙ୍କ ଶିକ୍ଷକ ଅଟେ” (ଦେଖ: rc://*/ta/man/translate/figs-123person)