or_tn/mat/23/05.md

1.3 KiB

They do all their deeds to be seen by people

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣା ସମସ୍ତ କ୍ରିୟା କର୍ମ କରନ୍ତି” (ଦେଖ: rc://*/ta/man/translate/figs-activepassive)

For they make their phylacteries wide, and they enlarge the edges of their garments

ଉଭୟଯାକ ସେହି ବିଷୟଗୁଡିକ ଫାରୁଶୀମାନେ ଦେଖାଇବା ପାଇଁ ଯେପରି ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଈଶ୍ବରଙ୍କୁ ସମ୍ମାନ କରନ୍ତି I (ଦେଖ: rc://*/ta/man/translate/figs-explicit)

phylacteries

ଛୋଟ ଛୋଟ ଚମଡା ମୁଣାରେ ଶାସ୍ତ୍ରରୁ ଲେଖି ତାହା ଭିତରେ ରଖିଥିବେ

they enlarge the edges of their garments

ଫାରୁଶୀମାନେ ସେମାନଙ୍କ ଈଶ୍ବର ଭକ୍ତି ଦେଖାଇବା ନିମନ୍ତେ ବସ୍ତ୍ରରେ ସେମାନଙ୍କ ବିଶେଷ ଝୁମ୍ପା ଲମ୍ବା କରି ତିଆରି କରନ୍ତି I