# They do all their deeds to be seen by people ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣା ସମସ୍ତ କ୍ରିୟା କର୍ମ କରନ୍ତି” (ଦେଖ: [[rc://*/ta/man/translate/figs-activepassive]]) # For they make their phylacteries wide, and they enlarge the edges of their garments ଉଭୟଯାକ ସେହି ବିଷୟଗୁଡିକ ଫାରୁଶୀମାନେ ଦେଖାଇବା ପାଇଁ ଯେପରି ସେମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ଅଧିକ ଈଶ୍ବରଙ୍କୁ ସମ୍ମାନ କରନ୍ତି I (ଦେଖ: [[rc://*/ta/man/translate/figs-explicit]]) # phylacteries ଛୋଟ ଛୋଟ ଚମଡା ମୁଣାରେ ଶାସ୍ତ୍ରରୁ ଲେଖି ତାହା ଭିତରେ ରଖିଥିବେ # they enlarge the edges of their garments ଫାରୁଶୀମାନେ ସେମାନଙ୍କ ଈଶ୍ବର ଭକ୍ତି ଦେଖାଇବା ନିମନ୍ତେ ବସ୍ତ୍ରରେ ସେମାନଙ୍କ ବିଶେଷ ଝୁମ୍ପା ଲମ୍ବା କରି ତିଆରି କରନ୍ତି I