or_tn/mat/21/intro.md

4.0 KiB

ମାଥିଉ ୨୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

I କେତେକ ଅନୁବାଦ ସହଜରେ ପଠନ କରିବା ନିମନ୍ତେ ଶାସ୍ତ୍ରର ବଳକା ଅଂଶକୁ ପଦ୍ୟର ପ୍ରତ୍ୟେକ ଧାଡିକୁ ପୃଷ୍ଠାର ଦୁରବର୍ତ୍ତି ଡାହାଣ ପାଖକୁ ଉଲ୍ଲେଖ କରେ I ULT ୨୧:୫, ୧୬ ଏବଂ ୪୨ରେ ପଦ୍ୟଗୁଡିକ ସହିତ ଏହିପରି କରେ, ଯାହା ପୁରାତନ ନିୟମରୁ ଶବ୍ଦଗୁଡିକ ଅଟନ୍ତି I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗର୍ଦ୍ଧଭୀ ଓ ଶାବକ

ଯୀଶୁ ଗୋଟିଏ ପଶୁ ଉପରେ ବସି ଯିରୁଶାଲମକୁ ଯାତ୍ରା କରେ I ଏହିପରି ଭାବରେ ସେ ଜଣେ ରାଜା ଥିଲେ ଯିଏକି ଯୁଦ୍ଧରେ ଜିତିବା ପରେ ନଗର ଭିତରକୁ ଆସନ୍ତି I ମଧ୍ୟ, ପୁରାତନ ନିୟମରେ ଇସ୍ରାଏଲର ରାଜା ଗର୍ଦ୍ଧଭୀ ଉପରେ ଚଢି ଯାତ୍ରା କରୁଥିଲେ I ଅନ୍ୟ ରାଜାମାନେ ଘୋଡାରେ ଯାତ୍ରା କରୁଥିଲେ I ଏଣୁ ଯୀଶୁ ଦେଖାଇବାକୁ ଚାହୁଁଥିଲେ ଯେ ସେ ଇସ୍ରାଏଲର ରାଜା ଅଟନ୍ତି ଓ ସେ ଅନ୍ୟ ରାଜାମାନଙ୍କ ଭଳି ନୁହନ୍ତି I

ମାଥିଉ, ମାର୍କ, ଲୁକ ଓ ଯୋହନ ସମସ୍ତ ଏହି ଘଟଣା ବିଷୟରେ ଉଲ୍ଲେଖ କରନ୍ତି I ମାଥିଉ ଓ ମାର୍କ ଲେଖିଛନ୍ତି ଯେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଗୋଟିଏ ଗଧ ଆଣିଲେ I ଯୋହନ ଲେଖିଲେ ଯେ ଯୀଶୁ ଗୋଟିଏ ଗଧ ପାଇଲେ I ଲୁକ ଲେଖନ୍ତି ଯେ ସେମାନେ ଗୋଟିଏ ଶାବକ ଆଣିଲେ I କେବଳ ମାଥିଉ ଲେଖନ୍ତି ଯେ ସେମାନେ ଉଭୟ ଗର୍ଦ୍ଧଭୀର ଶାବକ ଥିଲା I କେହି ନିଶ୍ଚିତ ନୁହନ୍ତି ଯେ ଯୀଶୁ ଗର୍ଦ୍ଧଭୀ ନା ଶାବକ ଉପରେ ବସିଲେ I ଏହା ଉପଯୁକ୍ତ ହେବ ଯେ ସେଗୁଡିକୁ ପ୍ରତ୍ୟକକୁ ଏପରି ଅନୁବାଦ କର ଯେପରି ULT ବିନା ଚେଷ୍ଟା କରି ସେମାନେ ପ୍ରକୃତରେ ଗୋଟିଏ ବିଷୟରେ ମତ୍ତ ଦେଉଛନ୍ତି I (ଦେଖ: [ମାଥିଉ ୨୧:୧-୭](../../mat/ 21/01.md) ଓ ମାର୍କ ୧୧:୧-୭ଲୁକ ୧୯:୨୯-୩୬ ଓ [ଯୋହନ ୧୨:୧୪-୧୫](../../jhn /12/14. md))

ହୋଶାନ୍ନା

ଏପରି ଭାବରେ ଯିରୁଶାଲମରେ ଯୀଶୁଙ୍କୁ ସ୍ବାଗତ କରି ଲୋକମାନେ ଉଚ୍ଚସ୍ବରରେ କହୁଥିଲେ I ଏହି ଶବ୍ଦର ଅର୍ଥ “ଆମ୍ଭମାନଙ୍କୁ ରକ୍ଷାକର”, କିନ୍ତୁ ଲୋକମାନେ ଈଶ୍ବରଙ୍କୁ ପ୍ରଂଶସା କରିବା ଉଦ୍ଦେଶ୍ୟରେ ଗାନ କରନ୍ତି I

ଏହି ଅଧ୍ୟାୟରେ ସମ୍ଭାବିତ ଅନୁବାଦ ସମସ୍ୟା

“ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କଠାରୁ ବାହାର କରି ନିଆଯିବ”

ଏହି ବାକ୍ୟର ପ୍ରକୃତ ଅର୍ଥ କଣ କେହି ଜାଣନ୍ତି ନାହିଁ I କେହି ଜାଣନ୍ତି ନାହିଁ ଯଦି ଯୀଶୁ ବୁଝନ୍ତି ଯେ ଈଶ୍ବର ଦିନେ ବା ଆଉଥରେ ରାଜ୍ୟ ଦେବେ କିମ୍ବା ନାହିଁ I