or_tn/luk/19/29.md

1.5 KiB

General Information:

ଯୀଶୁ ଯିରୂଶାଲମର ନିକଟବର୍ତ୍ତୀ ହେଲେ

Now it happened that

ଏଠାରେ ଏହି ବାକ୍ୟାଂଶ ଏକ ନୂତନ ଘଟଣାର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଯଦି ତୁମ ଭାଷାରେ ଏହା କରିବା ପାଇଁ କୌଣସି ଏକ ଶୈଳୀ ରହିଛି, ତେବେ ତୁମେ ଏହାକୁ ଏଠାରେ ବ୍ୟବହାର କରିବା ପାଇଁ ବିଚାର କରିପାରିବ I (ଦେଖ: rc://*/ta/man/translate/writing-newevent)

when he came near

“ସେ” ଶବ୍ଦ ଯୀଶୁଙ୍କୁ ସୂଚାଇଥାଏ I ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଯାତ୍ରା କରୁଥିଲେ I

Bethphage

ଜୀତ ପର୍ବତ ଉପରେ ବେଥଫାଗୀ ଗୋଟିଏ ଗ୍ରାମ ଥିଲା (ଏବେ ବି ରହିଛି), ଯାହା ଯିରୂଶାଲମଠାରୁ କିଦ୍ରୋଣ ଉପତ୍ୟକାର ଏପାଖରୁ ସେପାଖ ପର୍ଯ୍ୟନ୍ତ ଅବସ୍ଥିତ ଅଛି I (ଦେଖ: rc://*/ta/man/translate/translate-names)

the hill that is called Olivet

ଜୀତ ପର୍ବତ ନାମକ ପର୍ବତ ବା “ଯେଉଁ ପର୍ବତକୁ ‘ଜୀତ ବୃକ୍ଷର ପର୍ବତ’ ବୋଲି କୁହାଯାଇଥାଏ”