or_tn/mat/21/44.md

1.3 KiB

Whoever falls on this stone will be broken to pieces

ଏଠାରେ “ଏହି ପ୍ରସ୍ତର” ମାଥିଉ ୨୧:୨୪ରେ ବ୍ୟବହୃତ ହୋଇଥିବା ସମାନ ପ୍ରସ୍ତର ଅଟେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଦୁଷ୍ଟମାନଙ୍କୁ ଚୁର୍ଣ୍ଣବିଚୁର୍ଣ୍ଣ କରିବେ I ଏହାକୁ କର୍ତ୍ତୁବାଚ୍ୟ ଅକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରସ୍ତର ଯାହା ଉପରେ ପଡିବ ତାହାକୁ ତାହା ଖଣ୍ଡବିଖଣ୍ଡ କରିବ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])

But anyone on whom it falls will be crushed

ଏହା ସାଧାରଣତଃ ପୂର୍ବ ପଦ ପରି ସମାନ ଅର୍ଥକୁ ବୁଝାଏ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଶେଷ ବିଚାର କରିବେ ଓ ଯେଉଁମାନେ ତାହାଙ୍କ ଅବଜ୍ଞା କରନ୍ତି ସେ ସେମାନଙ୍କୁ ବିନଷ୍ଟ କରିବେ I (ଦେଖ: rc://*/ta/man/translate/figs-parallelism)