# Whoever falls on this stone will be broken to pieces ଏଠାରେ “ଏହି ପ୍ରସ୍ତର” [ମାଥିଉ ୨୧:୨୪](../21/42.md)ରେ ବ୍ୟବହୃତ ହୋଇଥିବା ସମାନ ପ୍ରସ୍ତର ଅଟେ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଦୁଷ୍ଟମାନଙ୍କୁ ଚୁର୍ଣ୍ଣବିଚୁର୍ଣ୍ଣ କରିବେ I ଏହାକୁ କର୍ତ୍ତୁବାଚ୍ୟ ଅକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପ୍ରସ୍ତର ଯାହା ଉପରେ ପଡିବ ତାହାକୁ ତାହା ଖଣ୍ଡବିଖଣ୍ଡ କରିବ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]]) # But anyone on whom it falls will be crushed ଏହା ସାଧାରଣତଃ ପୂର୍ବ ପଦ ପରି ସମାନ ଅର୍ଥକୁ ବୁଝାଏ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଶେଷ ବିଚାର କରିବେ ଓ ଯେଉଁମାନେ ତାହାଙ୍କ ଅବଜ୍ଞା କରନ୍ତି ସେ ସେମାନଙ୍କୁ ବିନଷ୍ଟ କରିବେ I (ଦେଖ: [[rc://*/ta/man/translate/figs-parallelism]])