or_tn/mat/21/33.md

24 lines
1.6 KiB
Markdown

#
ସେମାନଙ୍କ ଅବିଶ୍ବାସ ବ୍ୟାଖ୍ୟା ଓ ଧାର୍ମିକ ନେତାମାନଙ୍କୁ ଧମକ ଦେବା ନିମନ୍ତେ, ଯୀଶୁ ଏକ ବିଦ୍ରୋହୀ ଦାସର ଦୃଷ୍ଟାନ୍ତ ଦିଅନ୍ତି I (ଦେଖ: [[rc://*/ta/man/translate/figs-parables]])
# a landowner
ଜଣେ ଗୃହକର୍ତ୍ତା ଥିଲେ ଓ ତାଙ୍କର ଖଣ୍ଡେ ଜମି ଥିଲା
# a hedge
ତାହାର ଚାରିପାଖ କିମ୍ବା “ବାଡ”
# dug a winepress in it
ଦ୍ରାକ୍ଷାକ୍ଷେତ୍ରରେ ଏକ କୁଣ୍ଡ ଖୋଳିଲେ ଯେଉଁଠାରେ ଅଙ୍ଗୁର ପେଷିଲେ
# rented it out to vine growers
ଗୃହକର୍ତ୍ତାଙ୍କ ଏପର୍ଯ୍ୟନ୍ତ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ, କିନ୍ତୁ ସେ ଦ୍ରାକ୍ଷାକ୍ଷେତ୍ରରେ କୃଷକମାନଙ୍କୁ ସେହି କ୍ଷେତ୍ରର ଦାୟିତ୍ବ ନେବା ନିମନ୍ତେ କହିଲେ I ଆଉ ଯେତେବେଳେ ଅଙ୍ଗୁର ପାଚିଲା, ସେମାନେ ଗୃହକର୍ତ୍ତାଙ୍କୁ ଦେବେ ଆଉ ବଳକା ସେମାନେ ରଖିବେ I
# vine growers
ସେହିପ୍ରକାର ଲୋକମାନେ ଦ୍ରାକ୍ଷାଲତା ବଢିବା ନିମନ୍ତେ କିପରି ଯତ୍ନ ନେବାକୁ ହେବ ଜାଣିଥିଲେ I