or_tn/mat/21/33.md

1.6 KiB

ସେମାନଙ୍କ ଅବିଶ୍ବାସ ବ୍ୟାଖ୍ୟା ଓ ଧାର୍ମିକ ନେତାମାନଙ୍କୁ ଧମକ ଦେବା ନିମନ୍ତେ, ଯୀଶୁ ଏକ ବିଦ୍ରୋହୀ ଦାସର ଦୃଷ୍ଟାନ୍ତ ଦିଅନ୍ତି I (ଦେଖ: rc://*/ta/man/translate/figs-parables)

a landowner

ଜଣେ ଗୃହକର୍ତ୍ତା ଥିଲେ ଓ ତାଙ୍କର ଖଣ୍ଡେ ଜମି ଥିଲା

a hedge

ତାହାର ଚାରିପାଖ କିମ୍ବା “ବାଡ”

dug a winepress in it

ଦ୍ରାକ୍ଷାକ୍ଷେତ୍ରରେ ଏକ କୁଣ୍ଡ ଖୋଳିଲେ ଯେଉଁଠାରେ ଅଙ୍ଗୁର ପେଷିଲେ

rented it out to vine growers

ଗୃହକର୍ତ୍ତାଙ୍କ ଏପର୍ଯ୍ୟନ୍ତ ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ, କିନ୍ତୁ ସେ ଦ୍ରାକ୍ଷାକ୍ଷେତ୍ରରେ କୃଷକମାନଙ୍କୁ ସେହି କ୍ଷେତ୍ରର ଦାୟିତ୍ବ ନେବା ନିମନ୍ତେ କହିଲେ I ଆଉ ଯେତେବେଳେ ଅଙ୍ଗୁର ପାଚିଲା, ସେମାନେ ଗୃହକର୍ତ୍ତାଙ୍କୁ ଦେବେ ଆଉ ବଳକା ସେମାନେ ରଖିବେ I

vine growers

ସେହିପ୍ରକାର ଲୋକମାନେ ଦ୍ରାକ୍ଷାଲତା ବଢିବା ନିମନ୍ତେ କିପରି ଯତ୍ନ ନେବାକୁ ହେବ ଜାଣିଥିଲେ I