or_tn/mat/21/21.md

1.6 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗୁରୁତ୍ବାରୋପ କରେ I

if you have faith and do not doubt

ଯୀଶୁ ସମାନ ଚିନ୍ତାଧାରା ଉଭୟ ଆସ୍ତିକ ଓ ନାସ୍ତିକ ଭାବେ ପ୍ରକାଶ କଲେ ଯେ ଯଦି ବିଶ୍ବାସ ଥାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭମାନଙ୍କ ପ୍ରକୃତ ବିଶ୍ବାସ ଥାଏ” (ଦେଖ: rc://*/ta/man/translate/figs-doublet)

you will even say to this mountain, 'Be taken up and thrown into the sea,'

ତୁମ୍ଭେମାନେ ଏହାକୁ ପରୋକ୍ଷ ବାକ୍ୟକୁ ଉଦ୍ଧୃତ କରି ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ ଭାବରେ ଅନୁବାଦ କରିପାର I ଏହାକୁ ମଧ୍ୟ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେ ଏହି ପର୍ବତକୁ କହିବ ସମୁଦ୍ରରେ ଯାଇ ପଡ “ (ଦେଖ: rc://*/ta/man/translate/figs-quotations)

it will be done

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ହେବ” (ଦେଖ: rc://*/ta/man/translate/figs-activepassive)