# Truly I say to you ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗୁରୁତ୍ବାରୋପ କରେ I # if you have faith and do not doubt ଯୀଶୁ ସମାନ ଚିନ୍ତାଧାରା ଉଭୟ ଆସ୍ତିକ ଓ ନାସ୍ତିକ ଭାବେ ପ୍ରକାଶ କଲେ ଯେ ଯଦି ବିଶ୍ବାସ ଥାଏ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭମାନଙ୍କ ପ୍ରକୃତ ବିଶ୍ବାସ ଥାଏ” (ଦେଖ: [[rc://*/ta/man/translate/figs-doublet]]) # you will even say to this mountain, 'Be taken up and thrown into the sea,' ତୁମ୍ଭେମାନେ ଏହାକୁ ପରୋକ୍ଷ ବାକ୍ୟକୁ ଉଦ୍ଧୃତ କରି ପ୍ରତ୍ୟକ୍ଷ ବାକ୍ୟ ଉଦ୍ଧୃତ ଭାବରେ ଅନୁବାଦ କରିପାର I ଏହାକୁ ମଧ୍ୟ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେ ଏହି ପର୍ବତକୁ କହିବ ସମୁଦ୍ରରେ ଯାଇ ପଡ “ (ଦେଖ: [[rc://*/ta/man/translate/figs-quotations]]) # it will be done ଏହାକୁ କର୍ତ୍ତୁବାଚ୍ୟ ଆକାରରେ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା ହେବ” (ଦେଖ: [[rc://*/ta/man/translate/figs-activepassive]])