or_tn/mat/21/13.md

1.8 KiB

He said to them

ଯୀଶୁ ମୁଦ୍ରା ବ୍ୟବସାୟୀ ଓ କ୍ରୟ ଏବଂ ପଦାର୍ଥଗୁଡିକୁ ବିକ୍ରୟ କରୁଥିବା ଲୋକମାନଙ୍କୁ କହିଲେ

It is written

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀମାନେ ବହୁ ଆଗରୁ ଲେଖିଥିଲେ” କିମ୍ବା “ଈଶ୍ବର ବହୁ ପୂର୍ବରୁ କହିଥିଲେ” (ଦେଖ: rc://*/ta/man/translate/figs-activepassive)

My house will be called

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ଗୃହ ହେବ” (ଦେଖ: rc://*/ta/man/translate/figs-activepassive)

My house

ଏଠାରେ “ମୋହର” ଈଶ୍ବରଙ୍କୁ ବୁଝାଏ ଓ “ଗୃହ” ମନ୍ଦିରକୁ ବୁଝାଏ I

a house of prayer

ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ସ୍ଥାନ ଯେଉଁଠାରେ ଲୋକମାନେ ପ୍ରାର୍ଥନା କରିବେ” (ଦେଖ: rc://*/ta/man/translate/figs-idiom)

a den of robbers

ଯୀଶୁ ମନ୍ଦିରରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ରୁପକ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ସ୍ଥାନ ଯେଉଁଠାରେ ଦସ୍ୟୁମାନେ ଲୁଚି ରହନ୍ତି” (ଦେଖ: rc://*/ta/man/translate/figs-metaphor)