# He said to them ଯୀଶୁ ମୁଦ୍ରା ବ୍ୟବସାୟୀ ଓ କ୍ରୟ ଏବଂ ପଦାର୍ଥଗୁଡିକୁ ବିକ୍ରୟ କରୁଥିବା ଲୋକମାନଙ୍କୁ କହିଲେ # It is written ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଭାବବାଦୀମାନେ ବହୁ ଆଗରୁ ଲେଖିଥିଲେ” କିମ୍ବା “ଈଶ୍ବର ବହୁ ପୂର୍ବରୁ କହିଥିଲେ” (ଦେଖ: [[rc://*/ta/man/translate/figs-activepassive]]) # My house will be called ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ଗୃହ ହେବ” (ଦେଖ: [[rc://*/ta/man/translate/figs-activepassive]]) # My house ଏଠାରେ “ମୋହର” ଈଶ୍ବରଙ୍କୁ ବୁଝାଏ ଓ “ଗୃହ” ମନ୍ଦିରକୁ ବୁଝାଏ I # a house of prayer ଏହା ଏକ ରୁଢି ଅଟେ I ଅନ୍ୟ ଏକ ଅନୁବାଦରେ: “ଗୋଟିଏ ସ୍ଥାନ ଯେଉଁଠାରେ ଲୋକମାନେ ପ୍ରାର୍ଥନା କରିବେ” (ଦେଖ: [[rc://*/ta/man/translate/figs-idiom]]) # a den of robbers ଯୀଶୁ ମନ୍ଦିରରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ରୁପକ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଏପରି ସ୍ଥାନ ଯେଉଁଠାରେ ଦସ୍ୟୁମାନେ ଲୁଚି ରହନ୍ତି” (ଦେଖ: [[rc://*/ta/man/translate/figs-metaphor]])