or_tn/mat/21/04.md

1.6 KiB

General Information:

ଏଠାରେ ଲେଖକ ଭାବବାଦୀ ଜିଖରିୟଙ୍କ ବାକ୍ୟ ଉଦ୍ଧୃତ କରି ଦେଖାଇଲେ ଯେ ଯୀଶୁ ଯିରୁଶାଲମରେ ଗର୍ଦ୍ଧଭାରୋହୀ ହେବା ଦ୍ବାରା ସେହି ଭାବବାଣୀ ସଫଳ କଲେ I

Now

ଏହି ଶବ୍ଦଗୁଡିକ ଏଠାରେ ବୁବରଣୀରେ ମୁଖ୍ୟ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏଠାରେ ମାଥିଉ କିପରି ଯୀଶୁଙ୍କ କାର୍ଯ୍ୟ ଶାସ୍ତ୍ରକୁ ସଫଳ କରେ ତାହା ବର୍ଣନା କରୁଛନ୍ତି I

this came about that what was spoken through the prophet might be fulfilled

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରି ଘଟିଲା ଯେଣୁ ଭାବବାଦୀଙ୍କ ଦ୍ବାରା ଈଶ୍ବର ବହୁବର୍ଷ ପୂର୍ବରୁ କହିଥିଲେ ତାହା ଯୀଶୁ ସଫଳ କଲେ” (ଦେଖ: rc://*/ta/man/translate/figs-activepassive)

through the prophet

ସେହି ସମୟରେ ଅନେକ ଭାବବାଦୀ ଥିଲେ I ମାଥିଉ ଜିଖରିୟ ବିଷୟରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭାବବାଦୀ ଜିଖରିୟ” (ଦେଖ: rc://*/ta/man/translate/figs-explicit)