or_tn/mat/21/04.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ଲେଖକ ଭାବବାଦୀ ଜିଖରିୟଙ୍କ ବାକ୍ୟ ଉଦ୍ଧୃତ କରି ଦେଖାଇଲେ ଯେ ଯୀଶୁ ଯିରୁଶାଲମରେ ଗର୍ଦ୍ଧଭାରୋହୀ ହେବା ଦ୍ବାରା ସେହି ଭାବବାଣୀ ସଫଳ କଲେ I
# Now
ଏହି ଶବ୍ଦଗୁଡିକ ଏଠାରେ ବୁବରଣୀରେ ମୁଖ୍ୟ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଏଠାରେ ମାଥିଉ କିପରି ଯୀଶୁଙ୍କ କାର୍ଯ୍ୟ ଶାସ୍ତ୍ରକୁ ସଫଳ କରେ ତାହା ବର୍ଣନା କରୁଛନ୍ତି I
# this came about that what was spoken through the prophet might be fulfilled
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏପରି ଘଟିଲା ଯେଣୁ ଭାବବାଦୀଙ୍କ ଦ୍ବାରା ଈଶ୍ବର ବହୁବର୍ଷ ପୂର୍ବରୁ କହିଥିଲେ ତାହା ଯୀଶୁ ସଫଳ କଲେ” (ଦେଖ: [[rc://*/ta/man/translate/figs-activepassive]])
# through the prophet
ସେହି ସମୟରେ ଅନେକ ଭାବବାଦୀ ଥିଲେ I ମାଥିଉ ଜିଖରିୟ ବିଷୟରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଭାବବାଦୀ ଜିଖରିୟ” (ଦେଖ: [[rc://*/ta/man/translate/figs-explicit]])