or_tn/mat/20/05.md

723 B

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: rc://*/ta/man/translate/figs-parables)

Again he went out

ପୁନଶ୍ଚ ଗୃହକର୍ତ୍ତା ବାହାରକୁ ଗଲେ

the sixth hour and again the ninth hour

ସେ ଛଅ ଘଣ୍ଟା ପ୍ରାୟ ଦ୍ବିପ୍ରହର ସମୟ I ନଅ ଘଣ୍ଟା ବା ଦ୍ବିପ୍ରହର ତିନି ଘଣ୍ଟା ସମୟରେ I (ଦେଖ: rc://*/ta/man/translate/translate-ordinal)

did the same

ଏହାର ଅର୍ଥ ଗୃହକର୍ତ୍ତା ବାଜାରକୁ ଗଲେ ଓ ମଜୁରିଆ ମାନଙ୍କୁ ଆଣିଲେ I