# ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: [[rc://*/ta/man/translate/figs-parables]]) # Again he went out ପୁନଶ୍ଚ ଗୃହକର୍ତ୍ତା ବାହାରକୁ ଗଲେ # the sixth hour and again the ninth hour ସେ ଛଅ ଘଣ୍ଟା ପ୍ରାୟ ଦ୍ବିପ୍ରହର ସମୟ I ନଅ ଘଣ୍ଟା ବା ଦ୍ବିପ୍ରହର ତିନି ଘଣ୍ଟା ସମୟରେ I (ଦେଖ: [[rc://*/ta/man/translate/translate-ordinal]]) # did the same ଏହାର ଅର୍ଥ ଗୃହକର୍ତ୍ତା ବାଜାରକୁ ଗଲେ ଓ ମଜୁରିଆ ମାନଙ୍କୁ ଆଣିଲେ I