or_tn/mat/18/18.md

1.7 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କର ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବ ଦିଏ I

you

ଏହି ଶବ୍ଦଗୁଡିକର ସମସ୍ତ ବ୍ୟବହାର ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)

whatever things you bind on earth will be bound in heaven; and whatever you release on earth will be released in heaven

ଏଠାରେ “ବନ୍ଦ କରିବା” ଏକ ରୁପକ ଅଟେ ଯାହାର ଅର୍ଥ କୌଣସି ବିଷୟକୁ ଉପେକ୍ଷା କରିବା, ଓ “ମୁକ୍ତ କରିବା” ଏହି ରୁପକର ଅର୍ଥ କୌଣସି ବିଷୟରେ ଅନୁମତି ଦେବା I ମଧ୍ୟ, “ସ୍ବର୍ଗରେ” ଏକ ଲକ୍ଷଣସୁଚକ ଶବ୍ଦ ଅଟେ ଯାହା ଈଶ୍ବର ଆପଣାକୁ ପ୍ରକାଶ କରେ I ଦେଖ ତୁମେ ଏହି ସମାନ ବାକ୍ୟାଂଶକୁ ମାଥିଉ ୧୬:୧୯ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ପୃଥିବୀରେ ଯାହା ବନ୍ଦ କରିବ ସ୍ବର୍ଗରେ ସେହିସବୁ ବନ୍ଦ ରହିବ ସ୍ବର୍ଗସ୍ତ ପିତା ତାହା କରିବେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷା ଉପରେ ଗୁରୁତ୍ବାରୋପ କରେ I