or_tn/mat/16/19.md

2.0 KiB

I will give to you

ଏଠାରେ “ତୁମ୍ଭେ” ଏକ ବଚନ ଅଟେ ଓ ପିତରଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

the keys of the kingdom of heaven

କଞ୍ଚି ଉପାଦାନ ଅଟନ୍ତି ଯାହା ଦ୍ବାର ବନ୍ଦ କିମ୍ବା ଖୋଲିବା ନିମନ୍ତେ ବ୍ୟବହାର ହୋଇଥାଏ I ଏଠାରେ ସେମାନେ ଅଧିକାରକୁ ଉପସ୍ଥାପନା କରେ I (ଦେଖ: rc://*/ta/man/translate/figs-metaphor)

the kingdom of heaven

ଏହା ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୁଏ I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I (ଦେଖ: rc://*/ta/man/translate/figs-metonymy)

Whatever you shall bind on earth shall be bound in heaven, and whatever you shall loose on earth shall be loosed in heaven

ଏଠାରେ “ବାନ୍ଧିବା” ଏକ ରୁପକ ଅଟେ ଯାହର ଅର୍ଥ କୌଣସି ବିଷୟକୁ ମନା କରିବା, ଓ “ଖୋଲିବା” ଏକ ରୁପକ ଅଟେ ଯାହାର ଅର୍ଥ କିଛି ବିଷୟକୁ ଅନୁମତି ଦେବା I ମଧ୍ୟ, “ସ୍ବର୍ଗରେ” ଏକ ଲକ୍ଷଣ ସୁଚକ ଶବ୍ଦ ଅଟେ ଯାହା ଈଶ୍ବରଙ୍କୁ ଉପସ୍ଥାପନା କରେ I ଅନ୍ୟ ଏକ ଅନୁବାଦରେ: “ତୁମେ ଯାହା କିଛି ବନ୍ଦ କରିବ କିମ୍ବା ପୃଥିବୀରେ ଖୋଲିବ ତାହା ସ୍ବର୍ଗସ୍ଥ ପିତା ସ୍ବୀକାର କରିବେ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])