or_tn/mat/18/17.md

747 B

if he refuses to listen to them

ଯଦି ତୁମ ସହ ବିଶ୍ବାସୀ ତୁମ୍ଭ ସହିତ ଆସିଥିଵା ସାକ୍ଷୀମାନଙ୍କ କଥାକୁ ପ୍ରତ୍ୟାଖ୍ୟାନ କରେ

to the church

ତେବେ ବିଶ୍ବାସୀମାନଙ୍କ ମଣ୍ଡଳୀ ମଧ୍ୟରେ

let him be to you as a Gentile and a tax collector

ତୁମ୍ଭ ଦୃଷ୍ଟିରେ ଜଣେ ବିଜାତିୟ ଓ କରଗ୍ରାହୀ ପରି ଆଚରଣ କର I ଏହାର ବୁଝାଏ ଯେ ସେମାନେ ତାହାକୁ ମଣ୍ଡଳୀରୁ ବହିଷ୍କାର କରିବା ଉଚିତ (ଦେଖ: rc://*/ta/man/translate/figs-explicit)