or_tn/mat/18/17.md

12 lines
747 B
Markdown
Raw Permalink Normal View History

2020-11-19 00:15:53 +00:00
# if he refuses to listen to them
ଯଦି ତୁମ ସହ ବିଶ୍ବାସୀ ତୁମ୍ଭ ସହିତ ଆସିଥିଵା ସାକ୍ଷୀମାନଙ୍କ କଥାକୁ ପ୍ରତ୍ୟାଖ୍ୟାନ କରେ
# to the church
ତେବେ ବିଶ୍ବାସୀମାନଙ୍କ ମଣ୍ଡଳୀ ମଧ୍ୟରେ
# let him be to you as a Gentile and a tax collector
ତୁମ୍ଭ ଦୃଷ୍ଟିରେ ଜଣେ ବିଜାତିୟ ଓ କରଗ୍ରାହୀ ପରି ଆଚରଣ କର I ଏହାର ବୁଝାଏ ଯେ ସେମାନେ ତାହାକୁ ମଣ୍ଡଳୀରୁ ବହିଷ୍କାର କରିବା ଉଚିତ (ଦେଖ: [[rc://*/ta/man/translate/figs-explicit]])