or_tn/mat/17/05.md

12 lines
673 B
Markdown

# behold
ଏହି ଶବ୍ଦ ପାଠକମାନଙ୍କୁ ନିମ୍ନଲିଖିତ ଆଶ୍ଚର୍ଯ୍ୟ ତଥ୍ୟ ବିଷୟରେ ଧ୍ୟାନ ଆକ୍ରଶନ କରିବା ନିମନ୍ତେ ସଚେତନ କରେ I
# overshadowed them
ସେମାନେ ନିକଟକୁ ଆସିଲେ
# there was a voice out of the cloud
ଏଠାରେ “ବାଣୀ” ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେହି ଆକାଶରୁ ଈଶ୍ବର ସେମାନଙ୍କୁ କହିଲେ” (ଦେଖ: [[rc://*/ta/man/translate/figs-metonymy]])