or_tn/mat/17/05.md

673 B

behold

ଏହି ଶବ୍ଦ ପାଠକମାନଙ୍କୁ ନିମ୍ନଲିଖିତ ଆଶ୍ଚର୍ଯ୍ୟ ତଥ୍ୟ ବିଷୟରେ ଧ୍ୟାନ ଆକ୍ରଶନ କରିବା ନିମନ୍ତେ ସଚେତନ କରେ I

overshadowed them

ସେମାନେ ନିକଟକୁ ଆସିଲେ

there was a voice out of the cloud

ଏଠାରେ “ବାଣୀ” ଈଶ୍ବରଙ୍କ ବାକ୍ୟକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେହି ଆକାଶରୁ ଈଶ୍ବର ସେମାନଙ୍କୁ କହିଲେ” (ଦେଖ: rc://*/ta/man/translate/figs-metonymy)