or_tn/mat/17/02.md

20 lines
1.3 KiB
Markdown

# He was transfigured before them
ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ, ପୂର୍ବ ଅପେକ୍ଷା ତାହାଙ୍କ ମୁଖମଣ୍ଡଳ ଭିନ୍ନ ଥିଲା I
# He was transfigured
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ମୁଖମଣ୍ଡଳ ପରିବର୍ତ୍ତନ ହେଲା” କିମ୍ବା “ସେ ଭିନ୍ନଭାବେ ଦେଖା ଯାଉଥିଲେ” (ଦେଖ: [[rc://*/ta/man/translate/figs-activepassive]])
# before them
ସେମାନଙ୍କ ସାକ୍ଷାତରେ କିମ୍ବା “ସେମାନେ ତାହାଙ୍କୁ ସ୍ପଷ୍ଟରୁପେ ଦେଖିଲେ”
# His face shone like the sun, and his garments became as brilliant as the light
ଏଗୁଡିକ ଉପମ ଅଟନ୍ତି ଯାହା ଯୀଶୁଙ୍କ ମୁଖମଣ୍ଡଳ କିପରି ଉଜ୍ଜଳ ଦେଖା ଯାଉଥିଲା ତାହାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://*/ta/man/translate/figs-simile]])
# his garments
ସେ କଣ ପିନ୍ଧିଥିଲେ