or_tn/mat/17/02.md

1.3 KiB

He was transfigured before them

ଯେତେବେଳେ ସେମାନେ ତାହାଙ୍କୁ ଦେଖିଲେ, ପୂର୍ବ ଅପେକ୍ଷା ତାହାଙ୍କ ମୁଖମଣ୍ଡଳ ଭିନ୍ନ ଥିଲା I

He was transfigured

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କର ମୁଖମଣ୍ଡଳ ପରିବର୍ତ୍ତନ ହେଲା” କିମ୍ବା “ସେ ଭିନ୍ନଭାବେ ଦେଖା ଯାଉଥିଲେ” (ଦେଖ: rc://*/ta/man/translate/figs-activepassive)

before them

ସେମାନଙ୍କ ସାକ୍ଷାତରେ କିମ୍ବା “ସେମାନେ ତାହାଙ୍କୁ ସ୍ପଷ୍ଟରୁପେ ଦେଖିଲେ”

His face shone like the sun, and his garments became as brilliant as the light

ଏଗୁଡିକ ଉପମ ଅଟନ୍ତି ଯାହା ଯୀଶୁଙ୍କ ମୁଖମଣ୍ଡଳ କିପରି ଉଜ୍ଜଳ ଦେଖା ଯାଉଥିଲା ତାହାକୁ ଗୁରୁତ୍ବାରୋପ କରେ I (ଦେଖ: rc://*/ta/man/translate/figs-simile)

his garments

ସେ କଣ ପିନ୍ଧିଥିଲେ