or_tn/mat/16/26.md

1.3 KiB

For what does it profit a person ... his life?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏଥିରେ ଜଣେ ବ୍ୟକ୍ତିର ଲାଭ ହୁଏନାହିଁ …ତାହାର ଜୀବନ” (ଦେଖ: rc://*/ta/man/translate/figs-rquestion)

if he gains the whole world

“ସମସ୍ତ ଜଗତ” ଧନୀ ହେବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯଦି ସେ ଯାହା ଇଚ୍ଛା କରେ ସମସ୍ତ ଲାଭ କରେ” (ଦେଖ: rc://*/ta/man/translate/figs-hyperbole)

but forfeits his life

କିନ୍ତୁ ତାହାର ଜୀବନ ହରାଏ

What can a person give in exchange for his life?

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରିବ I (ଦେଖ: rc://*/ta/man/translate/figs-rquestion)