# For what does it profit a person ... his life? ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଏଥିରେ ଜଣେ ବ୍ୟକ୍ତିର ଲାଭ ହୁଏନାହିଁ …ତାହାର ଜୀବନ” (ଦେଖ: [[rc://*/ta/man/translate/figs-rquestion]]) # if he gains the whole world “ସମସ୍ତ ଜଗତ” ଧନୀ ହେବା ନିମନ୍ତେ ଏକ ଅତିରଞ୍ଜିତ ଶବ୍ଦଗୁଡିକ ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ଯଦି ସେ ଯାହା ଇଚ୍ଛା କରେ ସମସ୍ତ ଲାଭ କରେ” (ଦେଖ: [[rc://*/ta/man/translate/figs-hyperbole]]) # but forfeits his life କିନ୍ତୁ ତାହାର ଜୀବନ ହରାଏ # What can a person give in exchange for his life? ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇପାରିବ I (ଦେଖ: [[rc://*/ta/man/translate/figs-rquestion]])