or_tn/mat/16/25.md

1.0 KiB

For whoever wants

କାରଣ ଯେ ଇଛାକରେ

will lose it

ଏହାର ଅର୍ଥ ନୁହେ ଯେ ଜଣେ ବ୍ୟକ୍ତି ନିଶ୍ଚୟ ମରିବ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ନିଜର ଜୀବନଠାରୁ ଯୀଶୁଙ୍କର ଆଜ୍ଞା ପାଳନକୁ ଅଧିକ ପ୍ରାଧାନ୍ୟ ଦେବା ଅଟେ I (ଦେଖ: rc://*/ta/man/translate/figs-metaphor)

for my sake

କାରଣ ଯେ ମୋତେ ଭରଷା କରେ କିମ୍ବା “ମୋର ଉତ୍ତରଦାୟୀ” ବା “ମୋ ନିମନ୍ତେ”

will find it

ଏହି ରୁପକର ଅର୍ଥ ବ୍ୟକ୍ତି ଜଣକ ଈଶ୍ବରଙ୍କଠାରେ ଆତ୍ମିକ ଜୀବନ ଅନୁଭୁତି କରିବ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତ ଜୀବନ ପାଇବ” (ଦେଖ: rc://*/ta/man/translate/figs-metaphor)