or_tn/mat/16/25.md

16 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For whoever wants
କାରଣ ଯେ ଇଛାକରେ
# will lose it
ଏହାର ଅର୍ଥ ନୁହେ ଯେ ଜଣେ ବ୍ୟକ୍ତି ନିଶ୍ଚୟ ମରିବ I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତି ନିଜର ଜୀବନଠାରୁ ଯୀଶୁଙ୍କର ଆଜ୍ଞା ପାଳନକୁ ଅଧିକ ପ୍ରାଧାନ୍ୟ ଦେବା ଅଟେ I (ଦେଖ: [[rc://*/ta/man/translate/figs-metaphor]])
# for my sake
କାରଣ ଯେ ମୋତେ ଭରଷା କରେ କିମ୍ବା “ମୋର ଉତ୍ତରଦାୟୀ” ବା “ମୋ ନିମନ୍ତେ”
# will find it
ଏହି ରୁପକର ଅର୍ଥ ବ୍ୟକ୍ତି ଜଣକ ଈଶ୍ବରଙ୍କଠାରେ ଆତ୍ମିକ ଜୀବନ ଅନୁଭୁତି କରିବ I ଅନ୍ୟ ଏକ ଅନୁବାଦରେ: “ପ୍ରକୃତ ଜୀବନ ପାଇବ” (ଦେଖ: [[rc://*/ta/man/translate/figs-metaphor]])