or_tn/mat/16/13.md

864 B

Connecting Statement:

ଏଠାରେ ପରବର୍ତ୍ତୀ ସମୟକୁ ଦୃଶ୍ୟ ପରିବର୍ତ୍ତନ ହୁଏ I ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଲେ ଯଦି ସେମାନେ ଯୀଶୁ ଯିଏ ବୁଝିଛନ୍ତି I

Now

ଏହି ଶବ୍ଦଗୁଡିକ ମୁଖ୍ୟ ବିବରଣୀରେ ବିରତି ରହିବାକୁ କିମ୍ବା ନୁତନ ବ୍ୟକ୍ତିର ପରିଚୟ ଦେବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ କହିବା ଆରମ୍ଭ କରନ୍ତି I

the Son of Man

ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: rc://*/ta/man/translate/figs-123person)