or_tn/mat/16/13.md

12 lines
864 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏଠାରେ ପରବର୍ତ୍ତୀ ସମୟକୁ ଦୃଶ୍ୟ ପରିବର୍ତ୍ତନ ହୁଏ I ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଲେ ଯଦି ସେମାନେ ଯୀଶୁ ଯିଏ ବୁଝିଛନ୍ତି I
# Now
ଏହି ଶବ୍ଦଗୁଡିକ ମୁଖ୍ୟ ବିବରଣୀରେ ବିରତି ରହିବାକୁ କିମ୍ବା ନୁତନ ବ୍ୟକ୍ତିର ପରିଚୟ ଦେବା ନିମନ୍ତେ ବ୍ୟବହୃତ ହୁଏ I ଏଠାରେ ମାଥିଉ ବିବରଣୀର ନୁତନ ଭାଗ କହିବା ଆରମ୍ଭ କରନ୍ତି I
# the Son of Man
ଯୀଶୁ ଆପଣା ବିଷୟରେ କହୁଛନ୍ତି I (ଦେଖ: [[rc://*/ta/man/translate/figs-123person]])