or_tn/mat/16/11.md

1.3 KiB

Connecting Statement:

ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଶିଷ୍ୟମାନଙ୍କୁ ଚେତନା ଦେବା ଯୀଶୁ ଜାରି ରଖିଲେI

How is it that you do not understand that I was not speaking to you about bread?

ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଯେ ପ୍ରକୃତରେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନଥିଲି, ଏହା କି ତୁମ୍ଭେମାନେ ବୁଝୁ ନାହଁ” (ଦେଖ: rc://*/ta/man/translate/figs-rquestion)

the yeast of the Pharisees and Sadducees

ଏଠାରେ “ଖମୀର” ମନ୍ଦ ଭାବନା ଓ ଭଣ୍ଡ ଶିକ୍ଷା ବିଷୟରେ ଉପସ୍ଥାପନା କରେ I ତୁମ ଅନୁବାଦରେ “ଖମୀର”ଭାବେ ବ୍ୟାଖ୍ୟା କର ଓ କିନ୍ତୁ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ୧୬:୧୨ରେ ଶିଷ୍ୟମାନେ ଏହାର ଅର୍ଥ ବୁଝି ପାରିବେ I (ଦେଖ: rc://*/ta/man/translate/figs-metaphor)