or_tn/mat/16/11.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଫାରୁଶୀ ଓ ସାଦ୍ଦୁକୀମାନଙ୍କ ବିଷୟରେ ଶିଷ୍ୟମାନଙ୍କୁ ଚେତନା ଦେବା ଯୀଶୁ ଜାରି ରଖିଲେI
# How is it that you do not understand that I was not speaking to you about bread?
ଯୀଶୁ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଯେ ପ୍ରକୃତରେ ତୁମ୍ଭମାନଙ୍କୁ ରୋଟୀ ବିଷୟରେ କହି ନଥିଲି, ଏହା କି ତୁମ୍ଭେମାନେ ବୁଝୁ ନାହଁ” (ଦେଖ: [[rc://*/ta/man/translate/figs-rquestion]])
# the yeast of the Pharisees and Sadducees
ଏଠାରେ “ଖମୀର” ମନ୍ଦ ଭାବନା ଓ ଭଣ୍ଡ ଶିକ୍ଷା ବିଷୟରେ ଉପସ୍ଥାପନା କରେ I ତୁମ ଅନୁବାଦରେ “ଖମୀର”ଭାବେ ବ୍ୟାଖ୍ୟା କର ଓ କିନ୍ତୁ ଏହାର ଅର୍ଥକୁ ବର୍ଣ୍ଣନା କରନାହିଁ I ୧୬:୧୨ରେ ଶିଷ୍ୟମାନେ ଏହାର ଅର୍ଥ ବୁଝି ପାରିବେ I (ଦେଖ: [[rc://*/ta/man/translate/figs-metaphor]])