or_tn/mat/16/10.md

739 B
Raw Permalink Blame History

four thousand

୪, (ଦେଖ: rc://*/ta/man/translate/translate-numbers)

Or the seven loaves ... you took up?

ତୁମ୍ଭମାନଙ୍କର କଅଣ ମନେ ନାହିଁ ସାତଟି ରୋଟୀ … କେତେ ବେତା ଗୋଟାଇଲ ? ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ନିଶ୍ଚୟ ତୁମ୍ଭେ ମାନେ ସାତଟି ରୋଟୀ ମନେ ରଖିଥିବ … ତୁମ୍ଭେମାନେ ଗୋଟାଇଲ !” (ଦେଖ: rc://*/ta/man/translate/figs-rquestion)